ସାମାଜିକ ସୁରେକ୍ଷା ଓ ଭିନ୍ନକ୍ଷମ ସାଶକ୍ତିକରଣ ବିଭାଗ ର ଖେଳ କାହାପାଇଁ ତାଳ ତ କାହାପାଇଁ କାଳ, ସ୍ବତନ୍ତ୍ର ବିଦ୍ୟାଳୟ କର୍ମଚାରୀ ନିଯୁକ୍ତିରେ ନାହିଁ ତାଳମାଳ!
ଭୁବନେଶ୍ୱରେ ଗଢିଉଠିଥିବା ଭିନ୍ନକ୍ଷମ ଶିଶୁମାନଙ୍କପାଇଁ ଥିବା ସ୍ୱତନ୍ତ୍ର ବିଦ୍ୟାଳୟ ଯେଉଁଥିରେ କର୍ମଚାରୀ ଦୃନୀତି ରେ ଲିପ୍ତ ଜଣେସରକାରୀ ଦପ୍ତର କର୍ମଚାରୀ ଦୀର୍ଘଦିନ ହେବ ନିଜ ଯୋଗ୍ୟତା ନଥିବା ଭାଇ, ଶଳା ନିଜର ଲୋକମାନଙ୍କୁ ଜିଲ୍ଲା ଶିକ୍ଷଧିକାରୀଙ୍କ ଗୋଚରରେ ନିଯୁକ୍ତି ଦେଇ ଦୀର୍ଘ ଦିନଧରି କଳାକରିନାମ ଚଳେଇ ଆସୁଥିଲେ!ତାହା ପୂର୍ବ ସରକାରଙ୍କ ସମୟରେ କରି ଦବଦବା ଚଳେଇ ଆସୁଛନ୍ତି! ସେ ଯେଉଁଠି ଯାଆନ୍ତି ତାଙ୍କର ପତୀୟାରା ଜାହିର ଚଲାନ୍ତି! ସେହିଭଳି ଜଣେ ବାବୁ ଯିଏ ତାଙ୍କ ନାମ ବିପ୍ଳବ ସାମନ୍ତରାୟ! ସେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ର ଖଳନାୟକ! ସେ ଏହି ବିଭାଗ ରେ ଦୀର୍ଘ ଦିନ ରହି ଏହି ବିଭାଗ କୁ କଳଙ୍କିତ କରି ଯୋଗ୍ୟ କର୍ମଚାରୀ ଙ୍କୁ ନିଯୁକ୍ତି ନଦେଇ ଅଯୋଗ୍ୟ କର୍ମଚାରୀଙ୍କ ଠାରୁ ଉତ୍କଚ ମୋଟା ଅଙ୍କର ନେଇ ଏହି ବିଭାଗକୁ ସ୍ଥାଣୁ ସଦୁସ୍ୟ ଓ ବିକୃତ କରି ଚାଲିଛି! ସରକାର ଏହିଭଳି ଲାଞ୍ଚ ଖୋର ବ୍ୟକ୍ତି କୁ କିଭଳି ଜାଣି ଏହି ବିଭାଗ ରେ ରଖିଛନ୍ତି ତାହା ଜାଣିବାପରେ ସରକାରଙ୍କ ଗୋଚାର ମୁଖେ ଜଣାଇବାପାଇଁ ମୋର ନିବେଦନ! ଦୁର୍ନୀତି ଖୋର ସୌଦାଗରଙ୍କୁ ତୁରନ୍ତ ବରଖାସ୍ତ କରାନଗଲେ ବିଭାଗଟିଖୁବ କାମ୍ ସମୟରେ ଦୃନୀତି ବିଭାଗ ହୋଇ ଯିବ ! ଶିଶୁ ମାନଙ୍କ ପାଇଁ ଥିବା ସ୍ୱତନ୍ତ୍ର ବିଦ୍ୟାଳୟ ଗୁଡିକରୁ ବିନା ଅର୍ଥ ବିନିମୟରେ କୋଟି କୋଟି ଟଙ୍କା ହଡପ କରିଛନ୍ତି ଏହି ଭଦ୍ରମୁଖୀ ବିପ୍ଳବ ପୂର୍ବତ୍ତନ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଆଖିରେ ଧୂଳିଦେଇ ତାଙ୍କ ଆଖିରେ ଅନ୍ଧାପୁଟୁଳି ବାନ୍ଧି ଲୁଟି ଚାଲିଥିଲା ଧର୍ମଛଡା ବିପ୍ଳବ!
ଅସହାୟ ଓ ଗରିବ ଭିନ୍ନକ୍ଷମ ଶିଶୁ ମାନଙ୍କର ଭରଣ ପୋଷଣ ପାଇଁ ମିଳୁଥିବା ଟଙ୍କା । ବାଲ୍ମୀକୁରୁ ପୂଣି ଦସ୍ୟୁ ରତ୍ନାକର ରୂପାନ୍ତର ହେବାର ଏକ ନିଚ୍ଛକ ଉଦାହରଣ । ବିଶ୍ଵାସ ରେ ବିଷ ଦେଇ ପାରନ୍ତି ଓ ପୁରି ଉଠିଲା ଘରକୁ ଭାଙ୍ଗି ଦେଇ ପାରନ୍ତି ଏହି ଠିକ ବିପ୍ଲବ । ନିଷ୍କଳଙ୍କ ମୁହଁରେ କଳଙ୍କ ବୋଳି ଦୁର୍ବଳ ମୁହଁର୍ତରେ ଫାଇଦା ନେବାରେ ସିଦ୍ଧହସ୍ତ । ଅନୁଗୋଳ ର ଏକ ଦୃଷ୍ଟିହୀନ ଓ ମୂକବଧୂର ବିଦ୍ୟାଳୟ କୁ ଭାଙ୍ଗିବା ପରେ ଏବେ ଭୁବନେଶ୍ୱର ରେ ଚଳାଇଥିଲେ ଲୁଟ ତରାଜ ! ପୋଲିସ କି ପ୍ରଶାସନ କେହି ଜଣେ ହେଲେ ଏହି କୁଖ୍ୟାତ ଅପରାଧୀ ଚେର ପାଇପାରୁ ନାହାନ୍ତି ।ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ରାଜା ସ୍ବାଇଁ ଙ୍କ ଭାଇ ବୋଲି ପରିଚୟ ଦେଇ ସ୍ୱତନ୍ତ୍ର ବିଦ୍ୟାଳୟ ର ପରିଚାଳନା କମିଟି କୁ ଭୟବିତ୍ତ କରି ସ୍ୱତନ୍ତ୍ର ବିଦ୍ୟାଳୟ ରେ କାର୍ଯ୍ୟକରୁଥିବା କର୍ମଚାରୀ ମାନଙ୍କୁ ଚାକିରକୁ ନିୟମିତ ଓ ସରକାରୀ କରଣ ମିଥ୍ୟା ପ୍ରତିଶୁତି ଦେଇ ସେମାନଙ୍କ ଠାରୁ କୋଟି କୋଟି ଟଙ୍କା ଲୁଟି ନେଇଥିଲେ ବିପ୍ଳବ ବାବୁ! ଗରିବଙ୍କ ଟଙ୍କାରେ ମଉଜ ମଜଲିଶ କରନ୍ତି ଏହି ଭଦ୍ରଲୋକ! । ଆସନ୍ତୁ ଦେଖିବା ଏହି କୁଖ୍ୟାତ ଖଳନାୟ ପା ଇଁ ସର୍ବଶାନ୍ତ ହୋଇଥିବା ଗରିବ କର୍ମଚାରୀଙ୍କ କଥା ନକହିଲେ ନସରେ ଅପରାଧୀ ବିପ୍ଲବ ସହଯୋଗୀ ସୁମନ ମଲ୍ଲିକ (ତତ୍କାଳୀନ କନିଷ୍ଠ କିରାଣୀ ) ଓ ତ୍ରିନାଥ ପାଢୀ ତତ୍କାଳୀନ ସାମାଜିକ ସୁରକ୍ଷା ଅଧିକାରୀ,କେତେ ଖତରନାର୍କ । ବିପ୍ଳବ କୁ ଖୋର୍ଦ୍ଧା ରୁ କେଉଁଝର ବଦଳି କରାଯାଇଥିଲେ ମଧ୍ୟ ତାଙ୍କର ଦୌରାତ୍ମକ କମିନଥିଲା ପୂର୍ବ ସ୍ଥିତି ଖୋର୍ଧା ଜିଲ୍ଲାରୁ । ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଙ୍କ ଆଖିରେ କଳା ପରଦା ବାନ୍ଧି ସେ ବେ ମଧ୍ୟ ସେ ଲୁଟି ଚଳାଇ ଥିଲେ! ତୃତୀୟ ବ୍ୟକ୍ତି ତ୍ରିନାଥ ଙ୍କ କିଛି କାମ ନଥିଲେ! ସେ ସମୟରେ ଖୋର୍ଦ୍ଧା ଜିଲ୍ଲା ର ସ୍ୱତନ୍ତ୍ର ବିଦ୍ୟାଳୟ ର ନିଯୁକ୍ତି ପ୍ରକ୍ରିୟାର ଘୋର ଅନିୟମିତତା କରିଥିଲେ ଏହି କାର୍ତିକମା ବିପ୍ଳବ ! ବିନା ଆବେଦନରେ ନିଜର ଭଣଜା
ଲକ୍ଷ୍ମୀକାନ୍ତ ପ୍ରଧାନ ଙ୍କୁ ଭୁବନେଶ୍ୱର ସ୍ଥିତ ଲୁଇସି ବ୍ରେଲି ଦୃଷ୍ଟିହୀନ ବିଦ୍ୟାଳୟ ରେ କିରାଣୀ ଭାବରେ ଚାକିର ନିଜ ପାରିବ ପଣିଆ ଦେଖାଇ ଥିଲେ ବିପ୍ଳବ! ନିଜର ଏକାନ୍ତ ସହଯୋଗୀ ସୁମନ ମଲ୍ଲିକ ଙ୍କ ର ଅତି ପ୍ରିୟ ତ ଶଳା ଭାଉଜ ସୋନାଲି ଗିରି ମଧ୍ୟ ବିନା ଆବେଦନ ରେ କିରାଣୀ ଚାକିରୀ ମିଳିଛି ନେହୁରୁ ସେବା ସଂଘ ବାଣପୁର ର ମୁକବଧୂର ବିଦ୍ୟାଳୟ ଠାରେ ତାହା ଏକ ନମୁନା । ସରକାର ଙ୍କ ବାସ୍ତବ କ୍ଷେତ୍ରରେ ପ୍ରୟୋଗ କରିବା ପାଇଁ ନୀତି ଓ ନିୟମ ସମୂହ ଥିଲେ ଓ ଆଇନ କୁ ଆଖୀ ଠାର ମାରି ସମ୍ପୁକ୍ତ ବିଦ୍ୟାଳୟର ସମ୍ପାଦକ/ସମ୍ପାଦିକାମାନଙ୍କୁ ମଧ୍ୟ୍ୟ ଏହି ନିଯୁକ୍ତି ପ୍ରକ୍ରିୟାରେ କରାଯାଇ ନଥିଲା! ବେଆଇନ କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳ ଙ୍କ ଅଗୋଚରରେ ରବି ବାର ଓ ଛୁଟିଦିନ ମାନଙ୍କରରେ ଖୋଲି ଥିଲା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ । ଏହି କାମ ପାଇଁ ଖାସ ସେଇଠି ଅଫିସ ମଧ୍ୟରେ ରାତିରେ ଓ ଛୁଟି ଦିନ ମାନଙ୍କରେ ଖୋଲି ଭଡା ଗାଡି ଲଗାଇ ଦୃନୀତି କାଯ୍ୟକ୍ରମ ଚାଲିଥିଲା! ସେସମୟରେ ଭୁବନେଶ୍ୱର ର ଏକ ମୁକବାଧୀର ଉଚ୍ଚ ମାଧ୍ୟାମିଜ ବିଦ୍ୟାଳୟକୁ ଏକ ଠିକାଦାର ହାତକୁ ବିକ୍ରି କରି ମୋଟା ଅଙ୍କରେ ଟଙ୍କା ନେବାପାଇଁ ଉଦ୍ୟମ କରି ବିଫଳ ହୋଉଥିଲେ ଏହି କରିତିକର୍ମା ବିପ୍ଲବ ! ସତରେ କଣ ଜଣେ ଶିକ୍ଷାଅନୁଷ୍ଠାନ ପ୍ରେମୀ ଦରଦୀ ମଣିଷ ରାଜା ସ୍ୱାଇଁ ଙ୍କ ଭାଇ ବିପ୍ଳବ.. କଣ? ମଧ୍ୟ ତତ୍କାଳୀନ ମନ୍ତ୍ରୀ ବାହୁ ଛାୟା ତଳେ ଘଟିଛି ଏହିପରି କଳାକାରନାମା । କେଉଁ କାରଣରୁ ପୋଲିସ ଓ ପ୍ରଶାସନ ନିରବ ଥିଲେ ? କାହିକି ଖୋର୍ଦ୍ଧା ତତ୍କାଳୀନ ଉପଜିଲା ପାଳ ଓ ଭୁବନେଶ୍ୱର ର ଉପଜିଲ୍ଲାପାଳ ସେହି ସମୟରେ ଘଣ୍ଟ ଘୋଡାଇ ଥିଲେ ଆତ୍ମାଘୋଷିତ ମନ୍ତ୍ରୀଙ୍କ ଭାଇ ବିପ୍ଳବଙ୍କୁ !କେତେ ଟଙ୍କା ଲାଞ୍ଚ ନେଇ ମୂହ ସହଯୋଗୀ ଥିଲେ!। ତାହାର ପକୃତ ସତ୍ୟାସତ୍ୟ ପଦାକୁ ଆସିଲେ ଏହିଭଳି କୁକର୍ମ ସରକାରୀ ବାବୁଙ୍କ ମୁଖା ଖୋଲିବାସହ ଗରିବ ଶିକ୍ଷିତ ଆଶାୟୀ ନିଯୁକ୍ତି ଆପେକ୍ଷରେ ଥିବା କର୍ମଚାରୀ ସୁଯୋଗ ରୁ ବଂଚିତ ହୁଅନ୍ତେନାହିଁ ! ବର୍ତମାନ ଲୋକପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ସତ୍ୟାସତ୍ୟ ବିଚାରକୁ ନେଇ ସିବିଆଇ ତଦନ୍ତ କରିବାକୁ ଆଦେଶ ଦେଲେ ସୋଚ୍ଛତା ନାୟିକା ପ୍ରକ୍ରିୟା ହେବାସହିତ ଉଛିତ ମାର୍ଗଦଶନ ପ୍ରକ୍ରିୟାରେ ନିଯୁକ୍ତି ହେବାସହ ଶିକ୍ଷିତ ମେଧାବୀ ନିଯୁକ୍ତି ପାଇପାରିବେ !ତେବେ ଆଗକୁ ରହିଲା ପକୃତ ଖେଳ, ଦେଖିବେ ସର୍ବସାଧାରଣ ହେ ନାରଣ ନାରାୟଣ!….



