ଶ୍ରୀଯୁକ୍ତ ପ୍ରମୋଦ କିଶୋର ପରିଡ଼ାଙ୍କୁ ସମାଜସେବାପାଇଁ ସଂମ୍ମାନଜନକ ଡକ୍ଟରେଟ ପ୍ରଦାନ l

ଭୁନେଶ୍ୱର – ଭୁନେଶ୍ୱରସ୍ଥିତ ସ୍ଥାନୀୟ ମେଫେୟାର ଲାଗୁନ ହୋଟେଲ ସଭା କକ୍ଷରେ ଶ୍ରୀଯୁକ୍ତ ପ୍ରମୋଦ କିଶୋର ପରିଡା ଙ୍କୁ (ବିଷୟ:) ସମ୍ମାନଜନକ ଡକ୍ଟରେଟ୍ ପୁରସ୍କାର 2026 ଗ୍ରହଣ କରିବା ପାଇଁ ମନୋନିତ କରି ସମ୍ମାନଜନକ ଡକ୍ଟରେଟ୍ ପୁରସ୍କାର ପ୍ରଦାନ କରିଥିଲେ ! ସେଥିପାଇଁ ମୁ ପ୍ରମୋଦ କିଶୋର ପରିଡା ଅନୁଷ୍ଠାନ ର ଉର୍ନତି କାମନା ସାହିତ ସମାଜସେବା କରିବାପାଇଁ ଉତ୍ସାହିତ କରିବାଦିଗରେ ସହାୟକ ହେବବୋଲି ଆଶା କରେ !

ଏହି ସମାରୋହକୁ ଡକ୍ଟର ର ନାରାୟଣ ପାତି, ଡ଼କ୍ଟର ପ୍ରକାଶ ଶ୍ରୀଚନ୍ଦନ ଅନୁଷ୍ଠାନ ର ସଭାପତି ଏନ ଏନ ପ୍ରଧାନଙ୍କ ଦ୍ଵାରା ମୋତେ ସଂମ୍ମାନଜନକ ଡକ୍ଟରେଟ ପ୍ରଦାନ କରିଥିବାରୁ ଖୁସି ଅନୁଭବ କରୁଛୁ। ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଉତ୍କର୍ଷତା ଏବଂ ମୂଲ୍ୟବାନ ଅବଦାନର ସ୍ୱୀକୃତି ସ୍ୱରୂପ, ଏହି ସମ୍ମାନଜନକ ଡକ୍ଟରେଟ୍ ପୁରସ୍କାର 2026 ପାଇଅଛି । ବିଶିଷ୍ଟ ଗଣମାନ୍ୟ ବ୍ୟକ୍ତି ଏବଂ ସମ୍ମାନିତ ଅତିଥିମାନଙ୍କ ଠାରୁ ପାଇବା ସୌଭାଗ୍ୟର ବିଷୟ ଅଟେ । ମୋତେ ଏହି ସଂମ୍ମାନଜନ ଉପାଧି ପ୍ରଦାନ କରିଥିବାରୁ ମାନବାଧିକାର ସୁରେକ୍ଷା ପରିଷଦ, ଭାରତ କୁ ଧନ୍ୟବାଦ !



