ଓଡିଶା
ସମାଜ ସେବୀ ତଥା ଧର୍ମପରାୟଣ ବ୍ୟକ୍ତି ସ୍ବର୍ଗତ ଯୁଧିଷ୍ଟିର ଜେନା ଙ୍କ ନବମ ବାର୍ଷିକ ଶ୍ରାଦ୍ଧ ଦିବସ ପାଳନ
ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କଦମ ପାଳ ପଞ୍ଚାୟତ କଦମ ପାଳ ଗ୍ରାମ ର ସମାଜ ସେବୀ ତଥା ଧର୍ମପରାୟଣ ବ୍ୟକ୍ତି ସ୍ବର୍ଗତ ଯୁଧିଷ୍ଟିର ଜେନା ଙ୍କ ନବମ ବାର୍ଷିକ ଶ୍ରାଦ୍ଧ ଦିବସ ପାଳନ ହୋଇଯାଇଅଛି, ଏହି ଶ୍ରାଦ୍ଧ ଦିବସ ରେ ପଣ୍ଡିତ ଦୀପକ ମିଶ୍ର ଙ୍କ ତତ୍ତ୍ଵାବଧାନରେ ଶ୍ରାଦ୍ଧ କାଯ୍ୟ ଆରମ୍ଭ ହୋଇଥିଲା, ପୁତ୍ରବଧୂ ମମତା ଜେନା ଶ୍ରାଦ୍ଧ ଅର୍ପଣ କରିଥିଲେ, ଏହି ଶ୍ରାଦ୍ଧ କାଯ୍ୟକର୍ମ ରେ ପ୍ରାକ୍ତନ ଶିକ୍ଷକ ଚିତ୍ତ ରଞ୍ଜନ ମହାନ୍ତି, ଏବଂ ରିଜିଓନାଲ କଲେଜର ଅଧ୍ୟକ୍ଷ ହେମନ୍ତ କୁମାର ପ୍ରଧାନ ଓ ଅନେକ ବ୍ୟକ୍ତି ବିଶେଷ ଯୋଗଦେଇ ସର୍ଗତ ଯୁଧିଷ୍ଟିର ଜେନାଙ୍କ ସ୍ମୃତି ଆଲୋଚନା କରିଥିଲି ସ୍ବର୍ଗତ ଜେନା ଜଣେ ଭଲ ସମାଜସେବୀ, ପରୋଉପକାରୀ ଏବଂ ଭଲ କୃଷକ ମଧ୍ୟ ଥିଲେ, ତାଙ୍କ ଜୀବନ କାଳ ମଧ୍ୟରେ ଅନେକ ସଙ୍ଘର୍ଷ କରି ଅନେକ ସଫଳତା ପାଇଛନ୍ତି, ଆଜି ତାଙ୍କର ଏହି ସ୍ମୃତି ସବୁଦିନ ପାଇଁ ଚିର ସ୍ମରଣୀୟ ହୋଇ ରହିବ ବୋଲି ଆଲୋଚନା କରିଥିଲେ



