ଓଡିଶା

ପରିବେଶ ରୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ  ପ୍ରକୃତି ବନ୍ଧୁ ସରୋଜ ମେହେର ଙ୍କ ନିଆରା ପ୍ରୟାସ 

ସମ୍ବଲପୁର (ରାଜକିଶୋର ସେଠୀ)କୁଚିଣ୍ଡା ୨୩/୧୦ /୨୬ ଦିନ କୁ ଦିନ ଦୃତ ଗତି ରେ ପ୍ଲାଷ୍ଟିକ ର ବ୍ୟବହାର ବଢି  ଚାଲିଛି ପ୍ରତେକ ଦିନ ପ୍ଲାଷ୍ଟିକ ର ଆବଶ୍ୟକତା ମଣିଷ ହେଉଛି ଯଦଦ୍ୱାରା ପରିବେଶ ରେ ପ୍ଲାଷ୍ଟିକ ଅତ୍ୟଧିକ ଦେଖି ବାକୁ ମିଳୁଛି ବାହାଘର, ଅନ୍ତେଷ୍ଟିକ୍ରିୟା, ଯାତ୍ରା, ବଜାର ବଣ ଭୋଜି, ସମୟରେ ପ୍ଲାଷ୍ଟିକ ଗିଲାସ, ଥଣ୍ଡା ବୋତଳ, କୁରକୁରେ, ପଲଥିନ, ପଲଥିନ ବ୍ୟାଗ୍, ବେଶୀ ପରିମାଣ ବ୍ୟବହାର ହେଉଛି ବ୍ୟବହାର ହେଲା ପରେ ତାକୁ ଘର ବାହାରେ ଏଣେତେଣେ ପିଙ୍ଗି ଦେଉ ଯାହାଫଳ ରେ ପରିବେଶ ପାଇଁ ତଥା ଜୀବଜନ୍ତୁ ଉପରେ ତାର କୁ ପ୍ରଭାବ ପଡି ଥାଏ ଏହି ସବୁ ପ୍ଲାଷ୍ଟିକ ଶୀଘ୍ର ନଷ୍ଟ ହେଇ ନ ଥାଏ ନଷ୍ଟ ହେବା ପାଇଁ ଦୀର୍ଘ ୫ରୁ ୧୦ ବର୍ଷ ପ୍ରଯ୍ୟନ୍ତ ଲାଗିଥାଏ,ସୂର୍ଯ୍ୟ ର ତାପ, ବର୍ଷା ପାଣି,ମାଟି ଧୀରେ ଧୀରେ ନଷ୍ଟ କରିଥାନ୍ତି କିନ୍ତୁ ଆଜିର ପିଢ଼ି କେବଳ ପ୍ଲାଷ୍ଟିକ ଉପରେ ନିର୍ଭର କରି ଚାଲିଛନ୍ତି କଂସା ବାସନ ରେ ଖାଇବା ପରିବର୍ତ୍ତେ ପ୍ଲାଷ୍ଟିକ ରେ ଖାଉଛନ୍ତି ପିଇବା ପାଣି ବୋତଳ ଠାରୁ ଆରମ୍ଭ କରି ପ୍ଲାଷ୍ଟିକ ଚାମୁଚଖେଳନା ପ୍ରଯ୍ୟନ୍ତ ସବୁ ପ୍ଲାଷ୍ଟିକ ବ୍ୟବହାର କରୁଛୁ ତେଣୁ କରି ଆଜିର ମଣିଷ ରୋଗ ଗ୍ରସ୍ତ ହେଉଛନ୍ତି ଗାଁ, ସହର, ଜଙ୍ଗଳ, ମନ୍ଦିର, ସମୁଦ୍ର କୂଳ କେବଳ ପ୍ଲାଷ୍ଟିକ ରେ ଭର୍ତ୍ତି ଯେଉଁ ମାନେ ପ୍ଲାଷ୍ଟିକ ସଂଗ୍ରହ କରୁଛନ୍ତି କେବଳ ଅର୍ଥ ପାଇଁ କିନ୍ତୁ ସେହି ପ୍ଲାଷ୍ଟିକ ନଷ୍ଟ ନ ହୋଇ ପୁନଃ ବନିକରଣ ହୋଇ ନୂଆ ରୂପ ରେ ବିକ୍ରି ହୋଇ ଅର୍ଥ ଉପର ଜନ ହେଉଛି ଏହା କୁ ଲକ୍ଷ୍ୟ କରି ପ୍ରକୃତି ବନ୍ଧୁ ସରୋଜ ମେହେର

ବିଭିନ୍ନ ସ୍ଥାନ ରୁ ସଂଗ୍ରହ କରି ତାକୁ ଧ୍ୱଂସ କରୁଛନ୍ତି ପ୍ଲାଷ୍ଟିକ କୁ ଶେଷ କରିବା କୁ ହେଲେ ଗୁଟେ ଉପାୟ ସେଇଟା ପୋଢ଼ ଦେଲେ ସମ୍ପୂର୍ଣ ଭାବରେ ଶେଷ ହେଉଛି ପ୍ରକୃତି ବନ୍ଧୁ ସରୋଜ ମେହେର ପ୍ଲାଷ୍ଟିକ ଥଣ୍ଡା ବୋତଳ, କୁରକୁରେ ପଲଥିନ, ପଲଥିନ ବେଗ ପ୍ଲାଷ୍ଟିକ ଗିଲାସ କୁ ସଂଗ୍ରହ କରି ଅନେକ ସ୍ଥାନ ରୁ ଆଉ ତାକୁ ପୋଡି ଦେଉଛନ୍ତି

ସବୁ ବେଳେ ଚେଷ୍ଟା କରି ଆସୁଛନ୍ତି ସେହି ପରି ତାଙ୍କ ପତ୍ନୀ ମନ୍ଦାକିନୀ ମେହେର ପ୍ରତି ଦିନ ସକାଳୁ ରୋଷାଇ କରିବା ସମୟ ବିସ୍କୁଟ ପଲଥିନ, କୁରକୁରି ପଲଥିନ,ଆଲୋଚିପ୍ସ ପଲଥିନ ଓ ଅନାନିୟ ପଲଥିନ ସଂଗ୍ରହ କରି ରୋଷାଇ ନିଆଁ ଲାଗିବା ପ୍ରଯ୍ୟନ୍ତ ସେହି ପଲଥିନ ଗୁଡିକ ନିଆଁ ଲଗେଇ ଥାନ୍ତି ଏହି ପରି ପ୍ଲାଷ୍ଟିକ କୁ ହ୍ରlସ କରିବାରେ ଲାଗିଛନ୍ତି

ଯଦି ଯୁବ ପିଢ଼ି ସଜାଗ ନ ହେଲେ ଧୀରେ ଧୀରେ ପ୍ଲାଷ୍ଟିକ ଭରି ଯିବ ସେଥି ପାଇଁ ଯୁବ ପିଢ଼ି ସଜାଗ ନ ହେଲେ ପରିବେଶ ରେ ଭରି ହୋଇ ଯିବ ପ୍ରକୃତି ବନ୍ଧୁ ସରୋଜ ନି ନିସ୍ୱାର୍ଥ ଭାବରେ କାମ କରି ଆସୁଛନ୍ତି ନିଜ ଗାଁ କିଛି ସ୍ଥାନ କୁ ଯାଇ ଥଣ୍ଡା ବୋତଳ, ଗିଲାସ, ଓ ଅନାନିୟ ପ୍ଲାଷ୍ଟିକ ସଂଗ୍ରହ ପୋଡି ଥିଲେ ଆଜିର ଯୁବ ପିଢ଼ି ଦେଖି କିଛି ଶିଖିବା ଅତି ଆବଶ୍ୟକ ଅଟେ

Related Articles

Leave a Reply

Your email address will not be published. Required fields are marked *

Back to top button