ଓଡିଶା

ପନ୍ଦର ବର୍ଷ କୋଣରେ ପଡ଼ିରହିଛି ଭିନ୍ନକ୍ଷମ ନମିତା ମୁଦୁଲି ଜୀବନ

ସରକାରୀ ସୁବିଧା କାହାପାଇଁ,

ପନ୍ଦର ବର୍ଷ କୋଣରେ ପଡ଼ିରହିଛି ଭିନ୍ନକ୍ଷମ ନମିତା ମୁଦୁଲି ଜୀବନ

ରିପୋର୍ଟ –ନିରୋଜ କୁମାର ସେଠୀ –ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ବୈଇସିରିଆ ଗ୍ରାମପଞ୍ଚାୟତ ରାମଚନ୍ଦ୍ରପୁର ଥାନା ଵୈଇସିରିଆ ଗ୍ରାମ ର ପୂର୍ଣ୍ଣ ଚନ୍ଦ୍ର ମୁଦୁଲିଙ୍କ ଏକମାତ୍ର କନ୍ୟା ବହୁ ହସ ଖୁସିରେ ଜୀବନ ବିତାଉ ଥିଲେ ଭାଗ୍ୟର ବିଡମ୍ବନା ହଠାତ୍ ବ୍ରେନ ଟ୍ୟୁମର ହେବା ଦ୍ଵାରା ସମସ୍ତ ଶରୀର ବିକଳାଙ୍ଗ ହୋଇଯାଇଛି। ବିଛଣିରୁ ଉଠିବା ପାଇଁ ଅସମର୍ଥ ହେଲେ ଆଜି ପଯ୍ୟନ୍ତ ଏ ମେଡିକାଲ ରୁ ସେ ମେଡିକାଲ ଦୈାଡି ଦୈାଡି ନିରାଶ ହେଲାଣି ହେଲେ ଭିନ୍ନକ୍ଷମ ସାର୍ଟିଫିକେଟ ପାଇଁ ୨୧/୭/୨୦୨୧ ଭିନ୍ନ କ୍ଷମ ପ୍ରଣାଣ ପତ୍ର ପାଇବା ପାଇଁ ଆବେଦନ କରିଥିଲେ ହେଲେ ତାକୁ ଏ ପର୍ଯ୍ୟନ୍ତ କୋୖଣସି ସୁବିଧା ମିଳି ପାରିଲା ନାହିଁ। ଦେଖାଯାଉ ଆଗକୁ ପ୍ରଶାସନ କି ପ୍ରଦଯେପ ନେଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button