ଓଡିଶା

ରୋଗୀ ଓ ଅସହାୟ ପରିବାର କୁ ଲା୍ୟନ୍ସ କ୍ଲବ ପକ୍ଷ ରୁ ସହାୟତା ।

ରସୁଲପୁର ବ୍ଲକ ଅଧିନସ୍ଥ କୁଆଖିଆ ସ୍ଥିତ ଲା୍ୟନ୍ସ କ୍ଲବ ପକ୍ଷ ରୁ କ୍ୟାନ୍ସର ରୋଗୀ, କ୍ରୀଡିନ ରୋଗୀ, ପକ୍ଷାଘାତ ରୋଗୀ ଓ ଅସହାୟ ପରିବାର କୁ ଲା୍ୟନ୍ସ କ୍ଲବ ର ସଭାପତି ଜନ୍ମେଜୟ ସାହୁ ଙ୍କ ଦ୍ୱାରା ଆର୍ଥିକ ଓ ରେସନ ସହାୟତା ଦେଇଛନ୍ତି । ଏହି ଅବସରରେ ରସୁଲପୁର ବ୍ଲକ ର ବିଭିନ୍ନ ଅଂଚଳ ରୁ ଆସିଥିବା ରୋଗୀ ଓ ଅସହାୟ ବ୍ୟକ୍ତି ପ୍ରମୋଦ କୁମାର ଖୁଣ୍ଟିଆ, ଅର୍ନପୂର୍ଣ୍ଣା ସ୍ୱାଇଁ, ବଂଶୀଧର ବେହେରା, ଝୁନୁ ମଲ୍ଲିକ ଓ ବିଦ୍ୟାଧର ବେହେରା ଙ୍କୁ ସହଯୋଗ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଲା୍ୟନ୍ସ କ୍ଲବ ରୁ ବିକାଶ କୁମାର ସାହୁ, ଦେବାଶିଷ ନାୟକ, ଶିଶିର କୁମାର ପଣ୍ଡା,ବୈଖୁଣ୍ଟ ନାଥ, ଚିତ୍ତ ରଞ୍ଜନ ଦାଶ ଓ ସରୋଜିନୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button