ଓଡିଶା

ରେଆର ସଂସ୍ଥା ର ୩୨ତମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର, ୨୫ /୭ ସୁବର୍ଣ୍ଣପୁର ଜିଲ୍ଲା ସଦର ଜନମୁରା ପଂଚାୟତ ର ଧୂବାମୁଣ୍ଡା ରେଆର ସମ୍ମିଳନୀ କକ୍ଷ ୩୨ ତମ ସାଧାରଣ ପରିଷଦ ବୈଠକ ସଭାପତି ଶ୍ରୀଯୁକ୍ତ ସଚିତାନନ୍ଦ ସାହୁ ଙ୍କର ଅଧକ୍ଷତା ରେ ଅନୁଷ୍ଠତି ହୋଇଯା ଇ ଛି ସଭା ଆରମ୍ଭ ରେ ପ୍ରତିଷ୍ଠାତା ସ୍ଵଗର୍ତ ଗୌରୀଶ୍ୟାମ ପଣ୍ଡା ଙ୍କ ଫୋଟୋ ଚିତ୍ର ରେ ପୁଷ୍ପ୍ୟମାଲ୍ୟ ଅର୍ପଣ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ କରାଯାଇ ଥିଲା।ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ ବିଗତ ବର୍ଷ ର ବୈଠକ ରେ ହୋଇଥିବା ବିବରଣୀ ବିଷୟରେ ଉପସ୍ଥାପନା କରିଥିଲେ। ସହ ପ୍ରତିଷ୍ଠାତା ଅମ୍ବୁଜ ବିହାରୀ ସଥପତି ସଭା ସଂଯଜନା କରିଥିଲେ.. ଅନ୍ୟମାନଙ୍କଙ୍କ ମଧ୍ୟରେ କୋଷାଧକ୍ଷ ଅଞ୍ଜଳି ନେଗି, ଆଜୀବନ ସଦସ୍ୟ କରମଚାନ୍ଦ ମହାନ୍ତି, ସୁରେଶ କୁମାର ଶାଣ୍ଢ ପ୍ରମୁଖ ମଞ୍ଚସିନ ଥିଲେ। ସୁବର୍ଣ୍ଣପୁର ବଲାଙ୍ଗୀର, ବୌଦ୍ଧ, କଲlହଣ୍ଡି ଜିଲ୍ଲା ରେ ୟାର ତରଫରୁ ଚାଲିଥିବା ବିଭିନ୍ନ ପ୍ରକଳ୍ପ ବିଷୟରେ କାର୍ଯ୍ୟକ୍ରମ ସଂଯୋଜକ ମାନେ ଉପସ୍ଥାପନା କରିଥିଲେ।କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରକଳ୍ପ ହିତାଧିକାରୀ, ସାମାଜିକ ସଂଗଠନ ର କର୍ମକର୍ତା, ଆଜିବନ ସଦସ୍ୟ ମାନେ ଉପସ୍ଥି ରହି ମତାମତ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ କୁ ମନୋଜ କୁମାର ସ୍ୱାଇଁ,

ଧନୁଧର ନାଏକ,ମିତ୍ରଭାନୁ ମଲ୍ଲିକ ଓ ରୋହିତ କୁମାର ଦିଶ୍ରୀ ସହଯୋଗ କରିଥିବା ବେଳେ କୁଲୁ ଦନ୍ତା ଧନ୍ୟବାଦ ଅର୍ପଣ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button