ଓଡିଶା
ଇନ୍ଫୋସିସ ଫାଉଣ୍ଡେସନ ଏବଂ ରାଇଜିଙ୍ଗି ଫାଉଣ୍ଡେସନ ମିଳିତ ସହଯୋଗ ରେ ବନ୍ୟା ବିପନ୍ନରିଲିଫ ବଣ୍ଟନ

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କଦମ ପାଳ ପଞ୍ଚାୟତ ର କଦମ ପାଳ ଗ୍ରାମ ର ୩ନମ୍ବର,୪ ନମ୍ବର, ୫ନମ୍ବର ୱାର୍ଡ ର ଜନସାଧାରଣ ଙ୍କୁ ଇନ୍ଫୋସିସ ଫାଉଣ୍ଡେସନ ଭୁବନେଶ୍ୱର ଏବଂ ଓଡିଶା ରାଇଜିଙ୍ଗି ଫାଉଣ୍ଡେସନ ମିଳିତ ସହଯୋଗ ରେ ବନ୍ୟା ବିପନ୍ନ ଅଞ୍ଚଳ ରେ ଥିବା ୨୨୦ ପରିବାର ଙ୍କୁ ରିଲିଫ ବଣ୍ଟନ କାରଯାଇଥିଲା, ଫାଉଣ୍ଡେସନ ର କିଛି ସଦସ୍ୟ ଏବଂ କଦମ ପାଳ ପଞ୍ଚାୟତ ର କିଛି ସମାଜ ସେବୀ ଉପସ୍ଥିତ ରହି ବନ୍ୟା ବିପନ୍ନ ଅଞ୍ଚଳ ରେ ଥିବା ପରିବାର ଙ୍କୁ ରିଲିଫ ବଣ୍ଟନ କାରଯାଇଥିଲା



