ଓଡିଶା

ସଚେତନତା ନାଗରିକ ମଞ୍ଚର ସଙ୍ଗଠନର ମୁଖ୍ୟ ଇ, ବିଶ୍ଵଜିତ ମହାନ୍ତି ଙ୍କର ପଦଯାତ୍ରା ପାଇଁ ପ୍ରସ୍ତୁତି ପର୍ବ

ସଚେତନତା ନାଗରିକ ମଞ୍ଚର ସଙ୍ଗଠନର ମୁଖ୍ୟ ଇ, ବିଶ୍ଵଜିତ ମହାନ୍ତି ଙ୍କର ପଦଯାତ୍ରା ପାଇଁ ପ୍ରସ୍ତୁତି ପର୍ବ

ରିପୋର୍ଟ (ନିରୋଜ କୁମାର ସେଠୀ )ଯାଜପୁର ଜିଲ୍ଲା କୋଳେଇ ବ୍ଲକ ଓ ଅନ୍ତର୍ଗତ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ସବୁଠାରୁ ଅବହେଳିତ ଓ ନିଷ୍ପେସିତ ପଞ୍ଚାୟତ ସମିତି ରୁପେ ପରିଗଣିତ ଓ କୋରେଇ ନିର୍ବାଚନ ପାଇଁ ସର୍ମର୍ପିତ ସଚେତନ ନାଗରିକ ମଞ୍ଚର ସଂଗଠକ ଇଂଜିନିୟର ବିଶ୍ଵଜିତ ମହାନ୍ତି , ଜିଲ୍ଲା ସଭାପତି -କ୍ରୀଡା ଭାରତୀ, ଜିଲ୍ଲା ସଭାପତି ରସୁଲପୁର ପଞ୍ଚାୟତ ସମିତିର ସଭାପତି ଓଡ଼ିଶା କୃଷକ ବିକାଶ ମଞ୍ଚ ,ସହ ଯୁଗୁମ୍ମ ସମ୍ପାଦକ ଯାଜପୁର କବାଡି ଆସୋସିଏସନ୍ ଖଣ୍ଡୀତର ଆଗାମୀ ୧୫/୦୧/୨୦୨୭ ତାରିଖ ମକର ସଂକ୍ରାନ୍ତି ଠାରୁ ଏକ ବିଟାଟ ପଦଯାତ୍ରା ପରିଡ଼ା ବାଦରୁ ବାହାରି ଯାଜପୁର ଭାୟା ରସୁଲପୁର ଅଭିମୁଖେ ଯାଇ ଜିଲ୍ଲାପାଳ ଙ୍କୁ ସ୍କାରକ ପତ୍ର ପ୍ରଦାନ କରଯାଇଥିଲା। ଦାବି କାର୍ଯ୍ୟ କାରୀ ନହେଲେ ଆଗାମୀ ୧୫/୦୧/୨୦୨୭ ମକର ସଂକ୍ରାନ୍ତି ଠାରୁ ରସୁଲପୁର ପଞ୍ଚାୟତ ସମିତି ଫାଟକରେ ତାଲା ପଡ଼ିବ ବୋଲି ସଙ୍ଗଠକ ଈ ,ବିଶ୍ଵ ଜିତ ମହାନ୍ତି ଦୃଢ଼ତାର ସହ ଦାବି କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button