ଓଡିଶା
ଦିବ୍ୟ ଉର୍ଜା ଯୋଗ ସମିତି ତରଫରୁ ନିଶୁକ୍ଳ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର (ବିନାୟକ ନିୟୁଜ୍) :- ୬୫ତମ ସାହାଣୀ କପ ଫୁବଲ ଟୁର୍ନାମେଣ୍ଟ ରେ ଆଜି ଦିବ୍ୟ ଉର୍ଜା ଯୋଗ ସମିତି ତରଫରୁ ଏକ ନିଃଶୁଳ୍କ ଯୋଗ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଖେଳାଳି ମାନଙ୍କ ସହିତ କୋଚ ଏବଂ ଯୋଗ ସାଧକ ଯୋଗଦାନ କରିଥିଲେ।ଯୋଗ ଅଭ୍ୟାସ କରିଥିଲେ।ସାମୁହିକ ଯୋଗ ଦ୍ୱାରା ରୋଗ ର ନିଦାନ ସହିତ ସମସ୍ତ ପ୍ରକାର ମାନସିକ ଚିନ୍ତା ମାନସିକ ବ୍ୟାଧି ଦୂର ହେବା ପାଇଁ ସମସ୍ତେ ବିଚାର ରଖିଥିଲେ। ଏହି କାର୍ଯ୍ୟକ୍ରମ ରେ ସମାଜ ସେବୀ ଗୋବିନ୍ଦ ମହାରଣା ଉପ ସ୍ଥିତ ହୋଇ ଯୋଗା ଚାର୍ଜ୍ୟ ଙ୍କ ସହିତ ଯୋଗ ସାଧକ ଙ୍କୁ ଧନ୍ୟବାଦ ବାଦ ପ୍ରଦାନ କରିଥିଲେ।



