ଓଡିଶା

ମାଇ ଭାରତ ଢେଙ୍କାନାଳ ପକ୍ଷରୁ ସଦର ବ୍ଲକ୍ ଭାପୁର ଗ୍ରାମରେ ନିଶା ମୁକ୍ତ ଯୁବ ରାଲି

ଢ଼େଙ୍କାନାଳ (ବିନାୟକ ନିୟୁଜ୍) :- ମାଇ ଭାରତ ଢେଙ୍କାନାଳ ପକ୍ଷରୁ ସଦର ବ୍ଲକ୍ ଭାପୁର ଗ୍ରାମରେ ଏକ ନିଶା ମୁକ୍ତ ଯୁବ ରାଲି ହୋଇଥିଲା।ଏଥିରେ ଯୁବକ ମାନଙ୍କ ସହିତ ଗ୍ରାମର ବରିଷ୍ଠ ନାଗରିକ ଓ ଶିକ୍ଷକ ମଧ୍ୟ ଯୋଗଦାନ କରିଥିଲେ।ଯୁବପିଢ଼ି ମାନଙ୍କୁ ନିଶା ଠାରୁ ଦୂରେଇ ରଖିବା ଓ ନିଶା ଦେହ ପାଇଁ କି ପ୍ରକାର କ୍ଷତି କରିପାରେ,ସେହି ବିଷୟରେ ଆଲୋଚନା କରାଯାଇଥିଲା।ପରିଶେଷରେ ଗ୍ରାମର ସୁଖ ଦୁଃଖର ସାଥୀ ଇଁ ଶୁଭ ପଣ୍ଡା ମହୋଦୟ ଖାଦ୍ୟ ବାଣ୍ଟି ରାଲୀ ସମାପ୍ତ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button