ଓଡିଶା
ସଦରବ୍ଲକ୍ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସପ୍ତଶଯ୍ୟା ଠାରେ ସ୍ଵେଚ୍ଛତା ହିଁ ସେବା ଉପଲକ୍ଷେ ଏକ ସଫେଇ କାର୍ଯ୍ୟକ୍ରମ

ଢେଙ୍କାନାଳ( ବିନାୟକ ନିୟୁଜ୍) ଢେଙ୍କାନାଳ
ସଦରବ୍ଲକ୍ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସପ୍ତଶଯ୍ୟା ଠାରେ ସ୍ଵେଚ୍ଛତା ହିଁ ସେବା ଉପଲକ୍ଷେ ଏକ ସଫେଇ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା।ସମସ୍ତେ ମିଳିମିଶି ସଫାକରିଲେ କିଭଳି ଆମ ପରିବେଶ ସୁନ୍ଦର୍ ରହିବ ଏହି ନାରାରେ ସମସ୍ତେ ମିଳିମିଶି ସଫେଇ କାର୍ଯ୍ୟ ଆରମ୍ଭ କରିଥିଲେ।ପରିଶେଷରେ ସବୁ ଅଳିଆ ଗୁଡିକୁ ଏକାଠି କରି ତାର ଫଟୋ ଉତ୍ତୋଳନ କରିଥିଲେ।ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ସରକାରୀ ଉଚ୍ଚ ବିଦ୍ୟାଳୟର କର୍ମଚାରୀ ଓ ମାଇ ଭାରତର କର୍ମଚାରୀ ମାନଙ୍କର ପୂର୍ଣ୍ଣ ସହଯୋଗ ରହିଥିଲା।



