ଆମ୍ବେଦକର ଫେଡ଼ରେସନ ତରଫରୁ ଜିଲ୍ଲା ସ୍ତରୀୟ 77ତମ ସମ୍ବିଧାନ ଦିବସ ଅନୁଷ୍ଠତ

କେନ୍ଦ୍ରାପଡ଼ା/ରାଜନଗର -( ବିନାୟକ ନିୟୁଜ୍) ଆଜି ସାରା ଦେଶ ପାଳନ କରୁଛି ବାବା ସାହେବ ଆମ୍ବେଦକରଙ୍କ ଲିଖିତ ରାଷ୍ଟ୍ର ର ମହତ୍ୱ ଓ ଜନ ହିତରେ ଉଦେଶ୍ୟ ପାଇଁ 77ତମ ସମ୍ବିଧାନ ଦିବସ କୁ କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ଆମ୍ବେଦକର ଫେଡ଼ରେସନ ରାଜନଗର ବ୍ଲକ ତରଫରୁ ସାନ ବଡ ଗୋପାଳପୁର ପଂଚାୟତ ଅଫିସ ସମ୍ମୁଖରେ ଥିବା ନୀଳାଦ୍ରି ବିହାରୀ ମଣ୍ଡପ ଠାରେ ଏକ ଭବ୍ୟ ଧାରାରେ ଅନୁଷ୍ଠିତ ହୋଇଛି, ତେବେ ଉକ୍ତ କାର୍ଯ୍ୟକ୍ରମ ରେ ରାଜ୍ୟ ର ବିଭିନ୍ନ ସାମାଜିକ ପୁରୋଧା ଅଣ ରାଜନୀତି ମାନ୍ୟଗଣ୍ୟ ନେତୃତ୍ୱ ଏହି କାର୍ଯ୍ୟକ୍ରମ ରେ
ମୁଖ୍ୟ ଅତିଥି ଭାବେ ଅଭିମନ୍ୟୁ ମଳିକ
ସଂମାନିତ ଅତିଥି କବି ଅଭିମନ୍ୟୁ ସାମନ୍ତ ସିଂହାର ଅଷ୍ଟମ ଦାୟାଦ ବଂଶଧର ତଥା ବଜ୍ରବାଣ ଖବର କାଗଜ ର ପ୍ରତିଷ୍ଠାତା ଡକ୍ଟର ଶରତ ଚନ୍ଦ୍ର ଜେନା, ରାଜ୍ୟ ସୂଚନା ଅଧିକାର ଆବାହକ ପ୍ରଦୀପ କୁମାର ପ୍ରଧାନ,ଭଦ୍ରକ ଜିଲ୍ଲା ଚାନ୍ଦବାଲି ର ସ୍ୱାମୀ ବିବେକାନନ୍ଦ ମିଶନର ଅଧକ୍ଷ ଆଶିଷ କୁମାର ବେହେରା, ଆନ୍ତର୍ଜାତିକ ମାନବ ଅଧିକାର ପରିଷଦ ର କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ସେକ ଗୁଲାମ ମଦାନୀ ତଥା ପଟ୍ଟାମୁଣ୍ଡାଇ ଅଞ୍ଚଳ ର ବରିଷ୍ଠ ମାଇଁ ନରଟି ଶିକ୍ଷା ସମାଜ ସେବୀ ହାପିଜୁଲା ଙ୍କ ସମେତ ବିଶିଷ୍ଟ ଜିଲ୍ଲା ଦଳିତ ବରିଷ୍ଠ ନେତା କୃଷ୍ଣ ଚନ୍ଦ୍ର ମଳିକ, ଆମ୍ବେଦକର ଲୋହିଆ ବିଚାର ମଞ୍ଚ ର ଜିଲ୍ଲା ସଭାପତି ଦଶରଥ ମଲିକ, ଆଳି ର ବରିଷ୍ଠ ଆଇନୀ ଜୀବି ଅକ୍ଷୟ କୁମାର ମଳିକ, ରାଜକନିକା ବ୍ଲକ ଲୋହିଆ ଆମ୍ବେଦକର ବିଚାର ମଞ୍ଚ ସମ୍ପାଦିକା ସୁଶ୍ରୀ ସୁଶୀଳା ଦାସ ଙ୍କ ସମେତ ଆଜିର ସମସ୍ତ ସଭାକାର୍ଯ୍ୟକ୍ରମ କୁ ରାଜନଗର ବ୍ଲକ ସଭାପତି ଅନିରୁଦ୍ଧ ସେଠୀ ନେତୃତ୍ୱରେ ଅନୁଷ୍ଠିତ ହୋଇ ଥିବା ସ୍ଥଳେ ଆଜି ସମ୍ବିଧାନ ଦିବସ ପାଳନ କାର୍ଯ୍ୟ କୁ ସହଯୋଗ କରିଥିଲେ ସେମାନେ ହେଲେ ଏସକେ ନସିବ ଖାଁ ଓ ସେକ ମେହେବୁବ, ଜିଲ୍ଲା ଯୁବ ଦଳିତ ଓ ଆମ୍ବେଦକର ଚିନ୍ତକ ସଞ୍ଜୟ କୁମାର ଜେନା, ଯୁବ ଦଳିତ ଆମ୍ବେଦକର ସମାଜ ସେବକ ସୁବାସ ଚନ୍ଦ୍ର ସେଠୀ, ଦୈତାରୀ ସେଠୀପ୍ରମୁଖ ଅଂଶ ଗ୍ରହଣ କରିଥିଲେ,


