ଓଡିଶା
୭ ହଜାର ଟଙ୍କା ପାଇଁ ଚାଲିଗଲା ଚାକିରୀ

ବାଲେଶ୍ବର ( ଦେବାଶିଷ ଦାଶ ) ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିବା ବାଲିଆପାଳ ସବ୍ ରେଜିଷ୍ଟର ମନିଷା ମିଶ୍ର, ଏବେ ଚାକିରୀରୁ ହେଲେ ବହିଷ୍କାର | ଜମି ରେଜିଷ୍ଟ୍ରେସନ୍ ପାଇଁ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଲେ ମନୀଷା, ଗିରଫ ପରେ ନଭେମ୍ବର ୨୦ ପର୍ଯ୍ୟନ୍ତ ନ୍ୟାୟିକ ହାଜତରେ ରହିବେ ମନୀଷା ମିଶ୍ର ସାତ ହଜାର ଟଙ୍କା ଲାଞ୍ଚ ନେଇ ଏବେ ଚାକିରି ହରାଇଲେ ଓଆରଏସ ଅଧିକାରୀ ମନୀଷା ଦୁର୍ନୀତି ଅଭିଯୋଗରେ ସରକାରୀ ଚାକିରିରୁ ବହିଷ୍କୃତ ହେଲେ ମନୀଷା .



