ବାଲେଶ୍ବରରେ ନୂଆ ଭତ୍ତା ପୋର୍ଟାଲର ଶୁଭାରମ୍ଭ

ବାଲେଶ୍ବର ( ଦେବାଶିଷ ଦାଶ ) ୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଲେ, ବାଲେଶ୍ବରରେ ଜନସଭାକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ ଭତ୍ତା ପାଇଁ ଆଉ କାହାକୁ ଅପେକ୍ଷା କରିବାକୁ ପଡ଼ିବନି, ପୂର୍ବ ସରକାରଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ . ଗତ ସରକାର ଜିଲ୍ଲାରେ କୋଟା ବ୍ୟବସ୍ଥା କରିଥିଲେ ଫଳରେ ଯୋଗ୍ୟ ହିତାଧିକାରୀ ବାଦ୍ ପଡୁଥିଲେ ଗୋଟିଏ ପଦ ଖାଲି ହେଲେ ଅନ୍ୟ ଜଣେ ତାଲିକାରେ ଯୋଡ଼ି ହେଉଥିଲେ ଆମ ସରକାର ଏପରି ଅମାନବୀୟ ବ୍ୟବସ୍ଥାକୁ ଦୂର କରିଛନ୍ତି । ସମସ୍ତ ଯୋଗ୍ୟ ବିବେଚିତ ବ୍ୟକ୍ତି ଆଜିଠାରୁ ଟଙ୍କା ପାଇବେ ।ପୂର୍ବରୁ ୩୬ ଲକ୍ଷ ୭୫ ହଜାର ହିତାଧିକାରୀ ଭତ୍ତା ପାଉଥିଲେ
ଏବେ ହିତାଧିକାରୀଙ୍କ ସଂଖ୍ୟା ୪୧ ଲକ୍ଷ ୮୦ ହଜାରରେ ପହଞ୍ଚିଛି ଅଧିକ ସୁବିଧା ପାଇଁ UPMP ପୋର୍ଟାଲର ଶୁଭାରମ୍ଭ କରାଯାଇଛି . UPMP- Unified Pension Management Portal
ନୂଆ ପେନସନ୍ ପାଇଁ UPMP ପୋର୍ଟାଲରେ ଆବେଦନ କରିପାରିବେ । ୮୦ ବର୍ଷ ହେଲେ ସ୍ବୟଂକ୍ରିୟ ଭାବେ ବର୍ଦ୍ଧିତ ଭତ୍ତା ମିଳିବ । ଡିସେମ୍ବର ୧୫ରୁ ନୂଆ, ପୁରୁଣା ହିତାଧିକାରୀ ଟଙ୍କା ପାଇବେ ଚଳିତ ମାସ ୨୫ ତାରିଖରୁ ସମସ୍ତେ ଭତ୍ତା ପାଇବେ: ମୁଖ୍ୟମନ୍ତ୍ରୀ



