ଓଡିଶା
ମେସିନ ଶୋଷଣ କରୁଛି ଜବ କାର୍ଡ ଶ୍ରମିକ ମାନଙ୍କୁ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଦଶିପୁର ପଂଚାୟତ ଗୁରୁଜାଙ୍ଗୁଲି Effect ରାତିରେ ମେସିନ ଲଗେଇ ଠିକାଦାର ମାଟି କେନାଲ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମ ବାସି! ଭି- ବି ଜି ରାମ ଜି ଜାମ୍ବୁନାଳୀ ଠାରୁ ଗଉଡ଼ ପଶି ମାଟି କେନାଲ କୋଡ଼

2407005007/IC/VB/10664897,ଅଟକାଳ ପାଞ୍ଚ ଲକ୍ଷ୍ମ ଶ୍ରମିକ ବଦଳରେ ରାତିରେ ମେସିନ ଲଗେଇ କାମ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମ ବାସି!ମାଟି କେନାଲ ଚାଷୀ ଉପକୃତ ହେବାର ନାହିଁ ଅନେକ ଚାଷୀ ଅଭିଯୋଗ କରିଛନ୍ତି!ତୁରନ୍ତ ଏହାର ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନେବାକୁ ଗ୍ରାମ ବାସି ଦାବୀ କରିଛନ୍ତି,



