ବିଶ୍ୱହିନ୍ଦୁ ପରିଷଦ ବାଲେଶ୍ୱର ପକ୍ଷରୁ ସନ୍ଥ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ବର ( ଦେବାଶିଷ ଦାଶ ) ବିଶ୍ୱହିନ୍ଦୁ ପରିଷଦ ଧର୍ମ ପ୍ରସାର ବିଭାଗ ବାଲେଶ୍ୱର ଜିଲ୍ଲା ଆନୁକୂଲ୍ୟରେ, ଔପଦା ପ୍ରଖଣ୍ଡ କାଣ୍ଡଗରଡ଼ି ପଂଚାୟତ ଖୋଲିଆ ଏବଂ ଦଲଦଲୀ ଗ୍ରାମରେ,ବନବାସୀ ଭାଇ ଓ ଭଉଣୀ ମାନଙ୍କର ଘର କୁ ଘର ଯାଇ ଜାତି ପ୍ରଥା ଛୁଆ ଅଛୁଆଁ ଭେଦ ଭାବ କୁ ପଛରେ ପକାଇ ସମାଜରେ ମୁଖ୍ୟ ସ୍ରୋତ ରେ ସାମିଲ ହେଵା ନିଜ ଧର୍ମ ଓ ପରମ୍ପରା ପ୍ରତି ସମର୍ପିତ ରହିଲେ ଧର୍ମାନ୍ତରୀକରଣ କୁ ରୋକାଯାଇପାରିବ ଏହି ବାର୍ତା କୁ ନେଇ ସାଧୁ ସନ୍ଥ ମାନେ ଗୋଟେ ସନ୍ଥ ଯାତ୍ରାର ଆୟୋଜନ କରାଯାଇଥିଲା,ଶ୍ରୀମନ୍ଦିର ପୁରୀ ରୁ ମହାପ୍ରସାଦ ଜଗନ୍ନାଥ ଙ୍କ ଲକେଟ ମୁଣ୍ଡରେ ଚନ୍ଦନ ଓ ହାତରେ ରକ୍ଷାସୁତ୍ର ବାନ୍ଧି ଘରକୁ ଘର ବୁଲି ଥିଲେ ଏଥିରେ ମାନ୍ୟ ବଳଭଦ୍ର ଶତପଥି ପ୍ରାନ୍ତସନ୍ଥ ସମ୍ପର୍କ ପ୍ରମ୍ମୁଖ, ମାନ୍ୟ ସଂଗ୍ରାମ ପତି ପ୍ରାନ୍ତ ନିଧି ପ୍ରମ୍ମୁଖ, କୁମୁଦରଞ୍ଜନ ଆଚାର୍ଯ୍ୟ ଜିଲ୍ଲା ପ୍ରମ୍ମୁଖ, ମଣିଭଦ୍ର ମହାପାତ୍ର, ପ୍ରଦୀପ କୁମାର ପତି ଜିଲ୍ଲା ଶହ ପ୍ରମ୍ମୁଖ,ରାଜକିଶୋର ରାଉତ ଜିଲ୍ଲା ପରିଯୋଜନା ପ୍ରମ୍ମୁଖ, ମହେଶ୍ୱର ମାଝୀ ଔପଦା ପ୍ରଖଣ୍ଡ ପ୍ରମ୍ମୁଖ, ପ୍ରତାପ ପାଢ଼ୀ ଔପଦା ପ୍ରଖଣ୍ଡ ସହ ପ୍ରମୁଖ ,ବିଜୟ କୁମାର ନାୟକ ସୋର ପ୍ରଖଣ୍ଡ ପ୍ରମ୍ମୁଖ, ଖଗପତି ଜେନା ବାହାନଗା ପ୍ରଖଣ୍ଡ ପ୍ରମ୍ମୁଖ, କାଣ୍ଡଗରଡ଼ି ପଂଚାୟତ ସରପଞ୍ଚ ରାଜେନ୍ଦ୍ର ରାଉତ,ପ୍ରଶାନ୍ତ ବେହେରା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ର ବରିଷ୍ଠ କାର୍ଯ୍ୟକର୍ତା ଙ୍କ ଶହ ଅନ୍ୟ ଶ୍ରଦ୍ଧାଳୁ ମାନଙ୍କୁ ନେଇ ଏ କାର୍ଯ୍ୟକ୍ରମ କରାଯାଇଥିଲା



