ଓଡିଶା
ଜଙ୍ଗଳୀ ବାରହା ପଲ୍ ଆସି ଧାନ ଫସଲ ନଷ୍ଟ କଲେ ଚିନ୍ତା ରେ ଚାଷୀ ସୁବର୍ଣ୍ଣପୁର,

ସୁବର୍ଣ୍ଣପୁର, ୧୪/୧୧ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କାଦୋଦର ପଞ୍ଚାୟତ ର ଜୟପୁର ଗାଁ ର ମହାଦେବ ରଣା ଜମି ରେ ଅଧା ଏକର ଧାନ ଫସଲ ଜଙ୍ଗଳୀ ବାରାହା ପଳ ଆସି ଦଳି ମକଚି ନଷ୍ଟ କରିଦେଇଛନ୍ତି।ବନ ବିଭାଗ କୌଣସି ପଦକ୍ଷେପ ନେଉ ନାହିଁ ବୋଲି ଚାଷୀ ଅଭିଯୋଗ କରିଛନ୍ତି।କ୍ଷତି ପୂରଣ ଯୋଗାଇ ଦେବାପାଇଁ ବନବିଭାଗ ଦାବିକରିଛନ୍ତି।



