ଓଡିଶା
ପୁଣି ବାଲେଶ୍ୱର ଭିଜିଲାନ୍ସ ହାତରେ ବଡ଼ ମାଛ

ବାଲେଶ୍ବର ( ଦେବାଶିଷ ଦାଶ ) ପୁଣି ବାଲେଶ୍ୱର ଭିଜିଲାନ୍ସ ହାତରେ ବଡ଼ ମାଛ। ଜିଲ୍ଲା ଉପ-କୃଷି ନିର୍ଦ୍ଦେଶକ ସରୋଜ କୁମାର ଗିରୀ। ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ। କାମ ନକରି ଏକ NGOକୁ ୨୫ ଲକ୍ଷ ଟଙ୍କାର ବିଲ କରିଦେଇଥିଲେ। ତଦନ୍ତ ପରେ ଦୁର୍ନୀତି ଧରାପଡ଼ିଲା। ବାଲେଶ୍ୱରରେ ଗୋଟେ ପରେ ଗୋଟେ ଦୁର୍ନୀତିଖୋର ଅଫିସରଙ୍କ ଦୁର୍ନୀତି ସାମ୍ନାକୁ ଆସୁଛି।



