ଓଡିଶା
ଉଜାଡି ଦେଲା ଚାଷୀ ଙ୍କ ସପ୍ନ ଲଗାଣ ବର୍ଷା ରେ ଶୋଇ ପଡିଲା ପାଚିଲା ଧାନ

ସମ୍ବଲପୁର ଜିଲ୍ଲା ଖଣ୍ଡୋକଟା ( ରାଜକିଶୋର ସେଠୀ )ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଖଣ୍ଡୋକଟା ଜି ପି ଲଗାଣ ବର୍ଷା ହେବାରୁ ଚାଷୀ ଙ୍କୁ ପଡିଛି ପ୍ରଭାବ ଯେଉଁଥିପାଇଁ ଖରିପ ଧାନ ଙ୍କୁ କାଟିଛନ୍ତି କିନ୍ତୁ ଜମି କ୍ଷେତ ରେ ପଡି ରହିଛି ଲଗାଣ ବର୍ଷା ଲାଗି ଚାଷୀ ଙ୍କୁ ସବୁ ସମୟ ରେ କ୍ଷେ ତୀ ସହିବାକୁ ପଢୁଛି କେତେବେଳେ ଧାନ ଅମଳ ପାଇଁ ସାର ର ଅଭାବ ପଡୁଛି ତ କେତେବେଳେ ଅଚାନକ ବର୍ଷା ର ଶିକାର ହେବାକୁ ପଡୁଛି ଚାଷ ଅମଳ ପାଇଁ ବେଙ୍କ ରୁ ଲୁନ ଆଣି ଚାଷ କରିଛନ୍ତି କେମିତି ସୁଜିବେ ଲୁନ ତାହା ଚାଷୀ ଙ୍କୁ ପଡିଛି ତାଙ୍କ ମୁଣ୍ଡ ରେ ଚିନ୍ତା, ଖଣ୍ଡୋକଟା, ଜୁନାନି, ବଡ଼ମାଳ, ହାଡ଼ିପାଲି,ଲାଖୋପଡ଼ା, ପାନପାଲି, କିଣ୍ଡିରା, ସଏଡା, ପତ୍ରାପାଳି, ପାରୁଅଭାଡି, କୁଚିଣ୍ଡା, ଏମିତିକି ଅନେକ ଗ୍ରାମ ର ଖରିପ ଧାନର ଚାଷୀ ଙ୍କ ମୁଣ୍ଡରେ ପଡି ଛି ଚିନ୍ତା ର ବିଷୟ ଏଥିପାଇଁ ସରକାର ଙ୍କ ଉପରେ ଭରସା କରି ରହିଲେ ସମସ୍ତ ଚାଷୀ



