ଓଡିଶା
ତରୁଣ କୁମାର ନନ୍ଦ ନୂତନ ସଭାପତି ଭାବେ ମନୋନୀତ

ରାଇରଙ୍ଗପୁର: ୨\୧୦\୨୬ (ଶ୍ଯାମଳେନ୍ଦୁ ପରିଡା) ଓଡିଶା ବ୍ରାହ୍ମଣ ମହାସଂଘ ର ରାଇରଙ୍ଗପୁର ଶାଖାର ନୂତନ ସଭାପତି ଭାବେ ତରୁଣ କୁମାର ନନ୍ଦଙ୍କୁ ମନୋନୀତ କରାଯାଇଛି l ଉକ୍ତ ସଂଘର ସମସ୍ତ ସଦସ୍ଯଗଣ ତାଙ୍କୁ ସାଧୁବାଦ ଓ ଶୁଭେଛା ଦେବା ସହ ତାଙ୍କର ଉତ୍ତୋରତର ଉନ୍ନତି କାମନା କରିଥିଲେ l ସେ ଜଣେ କର୍ତ୍ତବ୍ଯନିଷ୍ଠାପର ଓ ଦାୟିତ୍ବବାନ ଅମାୟିକ ବ୍ଯକ୍ତିତ୍ବ l ସେ ନିଜ ଦାୟିତ୍ବ କୁ ସଚାରୁରୂପେ ସମ୍ପାଦକ କରିବେ ବୋଲି ମତବ୍ଯକ୍ତ କରିଛନ୍ତି l ଏହି ଖବର ପ୍ରଚାର ହେବା ପରେ ରାଇରଙ୍ଗପୁର ସହରରେ ବିଭିନ୍ନ ବର୍ଗ ତରଫରୁ ଖୁସି ର ମାହୋଲ ଦେଖାଯାଇଛି l ତରୁଣ କୁମାର ମହାନ୍ତଙ୍କ ପରିବାର ଏବଂ ବନ୍ଧୁ ବାନ୍ଧବମାନଙ୍କ ନିକଟରୁ ଶୁଭେଛା ବାର୍ତ୍ତା ର ସୁଅ ଛୁଟିଆସୁଛି l



