ଓଡିଶା

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଅଧିକାରୀ

ସମ୍ବଲପୁର – ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଅଧିକାରୀ ୫ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସମ୍ବଲପୁର-ତାଳଚେର ରେଳପଥ ଦୋହରୀକରଣ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଅଜୟ କୁମାର ଗଡ଼ନାୟକଙ୍କୁ ଧରିଲା ଭିଜିଲାନ୍ସ। ଜମି ମାଲିକଙ୍କ ୮୪ ଲକ୍ଷ ୬୨ ହଜାର କ୍ଷତିପୂରଣ ଟଙ୍କା ରିଲିଜ କରିବାକୁ ଲାଞ୍ଚ ନେଉଥିଲେ। ପୂର୍ବରୁ ୩ ଲକ୍ଷ ଟଙ୍କା ନେଇଥିଲେ, ଆଉ ୨ ଲକ୍ଷ ନେବାବେଳେ ଧରାପଡ଼ିଲେ। କ୍ଷତିପୂରଣ ମଞ୍ଜୁର ପାଇଁ ଲାଞ୍ଚ ଦାବି ଅଭିଯୋଗରେ ଚାଲିଛି କାର୍ଯ୍ୟାନୁଷ୍ଠାନ। ଏଥିସହ ଆୟବହିର୍ଭୂତ ସମ୍ପତ୍ତି ଯାଞ୍ଚ ପାଇଁ ୩ଟି ସ୍ଥାନରେ ଚଢ଼ାଉ ଜାରି। ସରକାରୀ ଚାକିରି ନା ଲାଞ୍ଚର ଦୋକାନ? ଦୁର୍ନୀତି ବିରୋଧରେ ଭିଜିଲାନ୍ସରକଡ଼ା ପଦକ୍ଷେପ!

Related Articles

Leave a Reply

Your email address will not be published. Required fields are marked *

Back to top button