ଓଡିଶା

ଜଳେଶ୍ୱର ପୌରପାଳିକା ପକ୍ଷରୁ ଦିଆଯାଇଥିବା ୮୦ଟି ଆବାସ ଯୋଜନାର କାର୍ଯ୍ୟାଦେଶର ତଦନ୍ତ ପାଇଁ ଦାବୀ କଲେ ନଗରପାଳ ଓ କାଉନସିଲ ବୃନ୍ଦ

ଜଳେଶ୍ୱର‌( ଦେବାଶିଷ ଦାଶ ) ଗତ ୧୭ ନଭେମ୍ବର ୨୦୨୬ ରିଖରେ ଜଳେଶ୍ୱର ପୌରପାଳିକା ତରଫରୁ ବଣ୍ଟନ କରାଯାଇଥିବା ୮୦ଟି ଆବାସ ଯୋଜନାର କାର୍ଯ୍ୟାଦେଶ ସମ୍ପର୍କରେ ସ୍ୱଚ୍ଛତା ଓ ନିରପେକ୍ଷତା ଆଣିବା ଉଦ୍ଦେଶ୍ୟରେ ନଗରପାଳ ପ୍ରତୀପ କୁମାର ପ୍ରଧାନ, ଉପ ନଗରପାଳ ଶ୍ରୀମତୀ ପୁଷ୍ପପ୍ରିୟା କାମିଳା ଏବଂ ଅନ୍ୟ କାଉନସିଲର ମାନେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ଜିଲ୍ଲାପାଳ, ବାଲେଶ୍ୱରଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି।ଏଥି ସହ ଏହି ସମ୍ବନ୍ଧରେ ଦୃଢ଼ ପଦକ୍ଷେପ ସହ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାଲେଶ୍ୱର ସାଂସଦ ଏବଂ ଜଳେଶ୍ଵର ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button